ଓଡିଶା ଦିବସ
ବିନା ଓଡିଆ ଭାଷାରେ!
ଚଳିବ ।
କାହିଁକି ନା,
ଏଠି ଚଳିଯାଏ ସବୁକିଛି
ବିନା କିଛିରେ ବି ।
ଯାହା କହୁ
ଯୋଉ ଭାଷାରେ
ଯିଏ ଯେମିତି
ଚଳିବ ସବୁ ।
କାହିଁକି ନା
ରକ୍ତରେ ନାହିଁ ତେଜ,
ଠିକ୍ ଠିକଣା ନାହିଁ ବୀର୍ଯ୍ୟ,
ଆମଠି ସବୁ ମଳିନ କାର୍ଯ୍ୟ ।
English rendering;
Odisha Day
Without Odia language!
Okay.
It is because
Here everything would do
Without any complaint.
It would do wellIf one speak in
Any language anytime
In any style.
It is because
No purity in the blood,
No certainty in semen,
All lusty and nasty
All works here.
This poem has not been translated into any other language yet.
I would like to translate this poem