1
ମିଛଖଚ କରୁଥିବା ଲୋକଙ୍କଠୁ
ଦୂରେଇ ରହିବୁ ରେ ପୁଅ
ଧନଜନ ଗୋପଲକ୍ଷ୍ମୀକୁ ଥୁ କରିଦେଇ।
2
ଅଖଣ୍ଡଦୀପ ବି ସରିଯାଏ ରେ ପୁଅ।
ଚିନ୍ତା କର ନା, ଆଲୁଅ ପାଇବୁ
ଆଉ କେଉଁଆଡୁ ନିଶ୍ଚୟ।
In English;
1
Stay away from
The men of falsehood oh son
Driving away all riches.
2
Undivisible light also perishes dear son,
Care not, you are to get light
From some other sources.
This poem has not been translated into any other language yet.
I would like to translate this poem