କୋଉଠି ଅଙ୍ଗୀକାର?
କୋଉଠି ରକ୍ତ?
କୋଉଠି ଭାବ?
କୋଉଠି ସତ୍ୟ?
କୋଉଠି ପ୍ରେମ?
କୋଉଠି ଜୀବନ?
କୋଉଠି ମନ?
ସଭାଜନ,
ନାହିଁ ଉତ୍ତର,
ଖାଲି ପ୍ରଶ୍ନ।
This poem has not been translated into any other language yet.
I would like to translate this poem