ମାତ୍ର ଦି ଦଳ ମଣିଷ -
ଗୋଟିଏ ଦଳ ଖଟୁଛନ୍ତି ଦିନରାତି ଆଉ ଉତ୍ପାଦନ କରୁଛନ୍ତି ସମସ୍ତ ଅଭାବ ଦୁଃଖ ଜଂଜାଳ ଆପଣେଇ ଆଉ ଆର ଦଳକ ଉତ୍ପାଦିତ ଦ୍ରବ୍ୟ ଭୋଗ କରି ପ୍ରଥମଦଳକୁ ଶୋଷୁଛନ୍ତି ନାନାଦି ବାଗରେ।
Only two types of men -
One type of men toiling hard day and nights and they are busy in productions with all pain and sorrows and other type of people
Enjoying all products and exploited the first group in so many ways.
This poem has not been translated into any other language yet.
I would like to translate this poem