1.
ମୁଇଁ ଗୁଟେ କହେମି
ମୁଇଁ ଗୁଟେ କହେମି
କହୁ କହୁ କିଛୁ ନେଇଁ
କହେବାର ଆଇଶାନୀ।
ଆରୁ ଗୁଟେ କହେମି ବଲୁ ବଲୁ
ହାୱା ଲିକ୍ ହଉଛେ ଟୁଁଡୁ।
2.
ଟ୍ରମ୍ପ ଆରୁ କିମ
ଆଏଲେନ ଆରୁ
ବସଲେନ ଠାନେକେ।
ୟାଡକେ ସ୍ୟାଡକେ
ଆମର ଆରୁ ଯିବାର ଅଛେ କେଁ!
ଆମର ସପନ ଆମର ଭରମ
ହେନ୍ତି ଏକା ଗୁଟେ।
This poem has not been translated into any other language yet.
I would like to translate this poem
our dreams our illusion, we are not in peace