ଲୋକ ଭାଷା
ଲୋକ ସାହିତ୍ୟ
ଲୋକ ମତ
ଲୋକ ମେଳ
ଏସବୁକୁ ଯିଏ
ସମ୍ମାନ ଦେଇ ଜାଣି ନି
ସେ ବୁଝିବ କାହୁଁ
ଏସବୁର ଅର୍ଥ
ବୁଝିବ କାହୁଁ ଦୁଃଖ
ଆଉ କିଛି ବୁଝି
ନ ଥିବାବେଳେ
ଧ୍ଵଂସ ଅନିବାର୍ଯ୍ୟ ।
This poem has not been translated into any other language yet.
I would like to translate this poem