ଖେଳ,
ସରେ ନା ଏ ଖେଳ।
ଆସେ ଆଉ ଯାଏ
ଦୋଳ ପରେ ଦୋଳ।
ମୁଁ ମୋର ଦୌଡୁଥାଏଁ
ସଂଜସକାଳ କେବଳ।
ପହଂଚୁ ନ ଥାଏ କୋଉଠି
ଭିତରେ ଆଉ ବାହାରେ
ଚାଲିଥାଏ ଅଦଳବଦଳ।
କିଏ ଥାଏ ଆଉ କିଏ ନ ଥାଏ
ବାରି ଦେଉଥାଏ ଚୁମ୍ୱକବଳ।
ବିଦାୟ କହେ ନା କେହି କାହାକୁ
କିନ୍ତୁ ନ ଥାଏ ଆଉ ଚଲାଉଥାଏ
ଏଠ ଏ ଜୀବନକଳ।
In Eglish;
The play,
No ends of the play.
Come and goes
Dola after dola(Happiness) .
And I used to run only
morning and evening.
Nowhere to reach,
Interchange is there
Both inside and
Outside.
Who is there
And who is not,
The magnetic power
Distinguishes.
No one says
Goodbye to anyone,
Nowhere but
Makes the life machines run.
This poem has not been translated into any other language yet.
I would like to translate this poem