ଛୁମେକ ବାଟ
ଗଜାନନ ମିଶ୍ର
ଦିସୁଛେ ହେଦେ
ଛୁମେକ ବାଟ
ଭଡୋ ଭଡୋ
ଜ ନ ବୁଆ
ପୁହୁଚେନ ପୁହୁଚେନ
ହେଲ ନ
ଘବର ନେଇଁ
ଖଜୁର ରସ ଅଛେ
ତମରକାଜେ
ଜ ନ ବୁଆ
ଦେଖବ ଚାଖବ।
ତପୋବନ, ଟିଟିଲାଗଡ,ବଲାଙ୍ଗୀର
28/03/2020
This poem has not been translated into any other language yet.
I would like to translate this poem