କବିତା - ନୂଆସ୍ୱପ୍ନ Poetry - New Dream Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କବିତା - ନୂଆସ୍ୱପ୍ନ Poetry - New Dream

Rating: 5.0

କଣ ହେଉଛି କବିତାରେ ଦେଖ
ଗଜାନନ ମିଶ୍ର

ଦେଖ, କଣ ହେଉଛି କବିତାରେ!
ଖରା ବର୍ଷା ଆଉ ଶୀତରେ ଦେଖ
ବାସ୍ନାପୂର୍ଣ ଫୁଲଗୁଡିକ କେମିତି
ଫୁଟିବାରେ ବ୍ୟସ୍ତ ଚାରିଆଡେ ।
ରଙ୍ଗବେରଙ୍ଗ ଆକାଶରେ ଦେଖ
ମସ୍ତ ତାରାଗୁଡିକ ଭଲ ପାଇବାର
ଜବରଦସ୍ତ ପ୍ରତିଶ୍ରୁତିରେ।
ନୀତିନିୟମ ସବୁକୁ ଜାବୋଡି
କେମିତି ଯିବାକୁ ହେଉଛି ଆଗେଇ
ଦେଖ ଏଠାରେ ଏ କୁହୁଡିରେ।
ଆଉ ଦେଖ, ଅଦୃଶ୍ୟ ଟିକ୍ ଟିକ୍ ଶବ୍ଦ
ଏକଦମ୍ ଠିଆ ଗଙ୍ଗାର ପବିତ୍ର ସୁଅରେ
ଏଇ ଆମ ଦ୍ୱାରବନ୍ଧରେ ନୂଆସ୍ୱପ୍ନର
ଘାସଗାଲିଚାରେ ନୂଆ ରୂପରଙ୍ଗରସରେ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
16/12/2019

Monday, December 16, 2019
Topic(s) of this poem: poetry
POET'S NOTES ABOUT THE POEM
Poetry in new dream, written in odia language. Odia is the official language of odisha india
COMMENTS OF THE POEM
Tapaswini dash 16 December 2019

Life with new dream in poetry

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success