ସଂଚରି ଆସୁଛି ଦେଖୁ ଦେଖୁ ବର୍ଷ ବର୍ଷ
ସାରା ଶରୀରକୁ, ସାରା ଦେଶକୁ ଅମାନବିକତାର ବିଷ,
କେତେ ସହିବ ଆଉ ରକ୍ତ ମାଂସଧାରୀ ଏ ମଣିଷ,
ଖୋଳି ତାଡି ମାଟି ବିଷବୃକ୍ଷର ଚେର ମୂଳ ଡାଳକୁ ଧରି
ଉପାଡି ପୋଡି ଫୋପାଡି ଦେବା କଥା କି ନୁହଁ, କୁହ!
This poem has not been translated into any other language yet.
I would like to translate this poem
Root out the terrorists from the mother land