ପ୍ରତିକ୍ରିୟା ନାହିଁ ଅର୍ଥ
ମୃତ ।
ତୁମ ଉପରେ ସବାର
ହୋଇ ସାରିଛି ବାହାରର ଜଣେ
ଆଉ ତୁମର ମା, ମାଟି,
ମାତୃଭାଷାକୁ ନଷ୍ଟ
କରିଚାଲିଛି ଦିନରାତି
ଆଉ ନାହିଁ ତୁମର ପ୍ରତିକ୍ରିୟା ।
No reaction means
Dead.
One is there on and over you already,
And he is damaging your mother,
Your motherland and mother language
Day and night but you have shown
No reaction at all.
This poem has not been translated into any other language yet.
I would like to translate this poem