ପଢ କବିତା
ଶୁଣ କବିତା
ଆଉ ଅନୁଭବ କର
ସବୁ ମଙ୍ଗଳ ।
ଜାଣ ସତ୍ୟ
କବିତାରେ,
ଭେଟ ଯଶ
କବିତାରେ ।
ରହ ନିର୍ଭୟ
ରହ ମୁକ୍ତ,
ଆଉ ଜାଣ
କବିତାରେ ନିସ୍ତାର ।
ଜୀବନ
କବିତା ଆଶ୍ରିତ,
ଜାଣ
ଜନ୍ମ ନିତ୍ୟ ।
ରଖ ଶ୍ରଦ୍ଧା
ଦିଅ କ୍ଷମା,
ଆକାଶ ବ୍ୟାପି
ଟପ ସୀମା ।
This poem has not been translated into any other language yet.
I would like to translate this poem