ସତରେ ଏକାକୀ Really Alone Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସତରେ ଏକାକୀ Really Alone

କେମିତି ସରେ କଣ
ଗଜାନନ ମିଶ୍ର

ଜଣା ନାଇଁ
କେମିତି ସରେ,
କେମିତି ସରେ କଣ!
ଜଣା ନାଇଁ
ଯାଆସ କର କେମିତି
କୋଉଠୁ କୋଉଠିକୁ!
ଆଉ ଜାଣି ନ ପାରି
କବିତା ଲେଖା
ଖୋଳତାଡ ଜାରି।

ମୋର ଏଠି
ସବୁ କାର୍ଯ୍ୟକ୍ରମ ଏପରି।
ବିକାଶ ନାଁରେ ଚୋରିଦାରୀ
ରିଂରୋଡକୁ ଅନ୍ଧାରୀ।
କ୍ଷମାକର ଭାଇ,
ଦେଖାଉଛି ଯଦି ଚାଲାକି!

ନାଇଁ ଜଣା
କଣ କହି କେତେବେଳେ
କରୁଛ ବଣା।
ନିର୍ବାଚନୀ ଇସ୍ତାହାରରେ
ନାଇଁ କିଛି
ମିଳିଲା ଭଳି ସମ୍ମାନ।

ଦାୟିତ୍ୱ ଅଛି
ପିଲାପିଲି।
ଅର୍ଥ ନୁହଁ କରିବ ଫନ୍ଦି
ଆଉ ରହିଯିବ
ସେଇଠି ଅଟକି।

ଯେ ଯୋଉଠି
ସତରେ ଏକାକୀ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
10/04/2021

Saturday, April 10, 2021
Topic(s) of this poem: life
POET'S NOTES ABOUT THE POEM
Language- odia. Official language of Odisha, India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success