ଲଢେଇ
କାହା ସଙ୍ଗେ
କାହାର
ଆଉ
କାହା ପାଖରେ
ଫଳାଫଳ ।
ସମସ୍ତେ ଏଠି
ଦୁଃଖ ଭୋଗିବାକୁ
କେବଳ ।
ହରାଜିତାର
ନାହିଁ କିଛି ଅର୍ଥ ।
ନାହିଁ ଶେଷ
ନାହିଁ ଅବଶୋଷ
ନାହିଁ ବି ସନ୍ତୋଷ ।
This poem has not been translated into any other language yet.
I would like to translate this poem