କୁହିଁଲା ପତର Rotting Leaf Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁହିଁଲା ପତର Rotting Leaf

Rating: 5.0

କୁହିଁଲା ପତର
ଗଜାନନ ମିଶ୍ର

ମାଏଟଥି ପଡିକରି
ମାଏଟ ହେବା ହେଟା,
ହେ କୁହିଁଲାପତର।

କିଛୁ ନେଇଁ ନ,
ହେତାକେ କହେବାରଟା
ନେଇଁ ନ କିଛୁ।

ଆଶ ବିଶାସ
ଖୁଜ ନେଇଁ,
ଘୁଷରି ବାଗିର
ହେଟା ଲଟପଟୋଉଛେ
କାଦୋ ନେ।

ହେଲା ନ ସବୁ
ଯାହିଁତାହିଁ,
କିଛୁ ଆରୁ ଖୁଜ ନେଇଁ।

ପାରୁଛ ବଏଲେ
ଭାଗି ଯ
ହଜାରେକୁଶ ଦୂରକେ,
ଫାବି ଯ।

ହିସାବକିତାବ କିହେ କିଛୁ
ନେଇଁ ରଖେ କି
କାହାକେ ଭି ନେଇଁ ମାଗେ।

ହେତାର କାଏଁ ହିସାବ ହୋ,
କୁହିଁଲା ପତରଟେ
ଦେଖୁଛ କି ନେଇଁ
ଡକାହକା ଯେତେ କଲେ ଭି
କରି ନେଇଁ ପାରେ ଓ।

Monday, August 20, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success