ଗୁଟେ ଆକାଶର କଥା,
କେନ୍ତା କରି ଜାନବା
ଆରୁଗୁଟେ ଆକାଶ।
ଆରୁ ଜେନଟା
ନେଇ ଜାନେ
ହେତାର ଉପରେ କହେଲେ
କିଏ କେନ୍ତା ବୁଝବା!
ଆକାଶରେ ଅଛନ୍
କି ଥିସନ ଭାଏଲ
ଚେରେ ଚିରଗୁନ୍।
ହେଟା ହେନ୍ତା ନ
ଯେନ୍ତା ମାଗସ ତୁମେ
ଲାଗିଥିଲେ ଭି
ଦିଅ ଆରୁ ଟିକେ ନୁନ୍।
This poem has not been translated into any other language yet.
I would like to translate this poem