ଯା ଭାଗ୍
ଗଜାନନ ମିଶ୍ର
ନନୀରେ ନତୀରେ
ହେବାଠୁ ବଂଚି ଯା।
ଦୂର, ବହୁତ ଦୂର
ଯା ଭାଗ୍।
ନାହିନାଡ ସଂପର୍କ
ଆଉ ଖୋଜ ନା।
ବିଲାତି ବାଇଗଣ ପୋଡା
ଆଉ ଦେଖା ନା।
ଗତାନୁଗତିକ ଆଉ
ନାଇଁ କିଛି
ସବୁଠି ସବୁବେଳେ
ଦେଖ୍ ଖାଲି ମାଛି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/6/2019
ଚକ୍ରଧରପୁର ରେଳଷ୍ଟେସନ
This poem has not been translated into any other language yet.
I would like to translate this poem