ବାଛ ଗୋଟିଏ
ଟିଭି ଆଉ ଫ୍ରିଜ ଭିତରୁ।
ପଚାର ନି ଦାମ୍ କେତେ କାହାର।
ବାଛିବ ଯୋଉଟା ସେଇଟା
ଲୋଡ ହେବ ନାଇଁ ଏମିତି।
ତୁମ ବାଛିବା ଉପରେ
ଆଉ କାହାର ଅଛି ନଜର
ଭାବ ନା ।
ବାଛି ଜାଣିବା ଅବଶ୍ୟ ଅଭ୍ୟାସ
ନାଇଁ କରୁ ନି।
କିନ୍ତୁ ତୁମେ ଜାଣ ବାଛି
ଜାଣନ୍ତି କେତେକ।
ଆଉ ଯେତେ ନ ଜାଣନ୍ତି
ଜଣେଇଦେବାକୁ ଅଛି ମୁଁ।
This poem has not been translated into any other language yet.
I would like to translate this poem