ସେବା କଣ, ପଚାରିଲା ନାରଣ।
କହି ହେଲା କି
ଭାରତୀୟ ସେବା,
ଓଡିଶା ସେବା।
ମୁଁ ନ କହି ପାରିବାବେଳେ
କହିଲା ଆରାମଅୟସ,
ସେବାକୁ ଅପମାନ ସାର୍।
ଏସବୁକୁ ଦୂରୁ ଜୁହାର।
This poem has not been translated into any other language yet.
I would like to translate this poem