ମଂଚ ପରିଚାଳକ Stage Manager Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଂଚ ପରିଚାଳକ Stage Manager

Rating: 5.0

ହେଉ ନି ବିଶ୍ୱାସ
ଗଜାନନ ମିଶ୍ର

ନା, ଏ ଗଛରେ
ଅଛି କବିତା
ହେଉ ନି ବିଶ୍ୱାସ।
ଧାଡି ବେଶ୍ ଲମ୍ୱା
ଆଉ ଆଉ ସମସ୍ତେ
ପୋଖତ ଚଢିବାରେ
ଅସମ୍ଭାବିତ ରୂପରେ।

ହାଲୁକା ଆଉ
କୋମଳ ହେଲେ ବି
ଲଢେଇରେ ଜିତି ଯିବ
ନୁହଁ ଏମିତି।
କଥାରେ କଥାରେ
ଭୁଲାଇ କାଟି ନେବ
ସବୁ ଯାକ ଚୁଟି।

ଶବ୍ଦ ବିଚାର ମରେ ନି
ସ୍ୱପ୍ନ ସରେ ନି
ଆଉ ଅଭିବ୍ୟକ୍ତ ଯୋଉଟା
ଆବଶ୍ଯକ ପଡେ ସାଇତା।
କଠିନରୁ କଠିନ ରାସ୍ତା ରିସ୍ତା
ସୁଗନ୍ଧିତ ଫୁଲ ଭିତରେ
ଦେଖୁଥାଏ ରଙ୍ଗୀନ ଚିତ୍ର।

ସଫଳତା ଥାଏ ରାସ୍ତାରେ
ରିସ୍ତାରେ ନୁହଁ
ପଡିଯାଏ ଜଣା ଗଲାବେଳେ
ଆଗକୁ ପାଦ।
ମଂଚ ପରିଚାଳକ ବେଶ୍ ଚାଲାକ୍
ଆଉ ସେଥିରେ ସେ
ଚଲେଇ ରଖିଥାଏ ଖେଳ ହରଦମ୍।

09437366644

ମଂଚ ପରିଚାଳକ Stage Manager
Sunday, August 2, 2020
Topic(s) of this poem: life,world
POET'S NOTES ABOUT THE POEM
Language - odia,script- brahmi
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success