ସୀମାରେ ରହ, ଟପ ନି।
ଏମିତି ତମେ କିଏ କି?
କିଏ କାହାକୁ କେତେବେଳେ ଜିତୁଛି
ପ୍ରମାଣ କରିବାକୁ କିଏ ଅଛି କୋଉଠି!
କୋଉଥିପାଇଁ ଏତେ ଆୟଆଡମ୍ୱର
କେହି ଜାଣି ନି।
ବୃଥା ପଚରାପଚରିରେ
ଭୟ ଭିତରେ ରହିଛନ୍ତି ଖାଲି।
ତମେ ତମେ ବୋଲି ଜାଣିଛ?
ତମେ ନ ହୋଇଥିଲେ ଆଉ କିଏ
ହୋଇଥାନ୍ତ ପଚାରିଛ କେବେ
କାହାକୁ ନ ହେଲେ ବି ଅନ୍ତତଃ ନିଜକୁ!
କାହାକୁ କୋଉଠି ରଖିବ ବାହାରେ କି
ଭିତରେ କହିବାର ଅଛି ତ କହିଦିଅ।
In English;
Stay in limit, cross not.
As such, who are you?
Who is winning and to whom
Who is there to prove!
For what all these
No one knows
Only they are living
In fear with fruitless questions.
Do you know? you, you!
Have you ever asked
To anyone or atleast to self
Who would be if you had not you!
If you have anything to tell
Tell openly to whom you keep where.
This poem has not been translated into any other language yet.
I would like to translate this poem