ସବୁରି ଭିତରେ ଥାଇstaying Within All Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସବୁରି ଭିତରେ ଥାଇstaying Within All

Rating: 5.0

ସମସ୍ତ ପ୍ରାଣୀ ହୃଦଗତେ,
ସାକ୍ଷୀ ରୂପରେ ଥାଏ ନିତ୍ୟେ- ଅତିବଡି ଜଗନ୍ନାଥ ଦାସ।

ତୁମେ ନିଜେ ଜାଣୁଛ
କଣ କରୁଛ
କଣ ନ କରୁଛ।

ତୁମ ନିଜ ସୃଷ୍ଟି
ସ୍ଥିତି ଆଉ ଲୟ
ତୁମେ ନିଜେ ଜାଣୁଛ।

ନିଜ ବର୍ଣଚିହ୍ନ
ନିଜେ ଧାରଣ କରିଛ।

ତୁମ ସାମର୍ଥ୍ଯ
ତୁମେ ଜାଣୁଛ।

ବାର ବାର ଆଖିରେ ଦେଖୁଛ,
କାନରେ ଶୁଣୁଛ,
ପାଟିରେ କହୁଛ।

ମଧୁର ମଧୁର
ଜୀବନ ବଂଚୁଛ।

ଜଳ ସ୍ଥଳ ଆକାଶ
ବ୍ୟାପି ରହିଛ,
ନିଜେ ନିଜଠି ଅଛ।

ପଶୁ ପକ୍ଷୀ କୀଟ ପତଙ୍ଗ
ସବୁରି ଭିତରେ ଥାଇ
ସବୁ କରୁଛ।

Saturday, July 7, 2018
Topic(s) of this poem: god
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success