ଯିଏ ଯିଏ ନ ଆସୁଛନ୍ତି
ମୁଁ ସେମାନଙ୍କୁ ଚାହେଁ
ଜାଣିବାକୁ କିନ୍ତୁ କେମିତି?
ଆଉ ଆସୁଛନ୍ତି ଯୋଉମାନେ
ମୁଁ ସେମାନଙ୍କୁ ଚାହେଁ କହିବାକୁ
ସେମାନେ କରୁଛନ୍ତି କଣ ।
ଯେତେ ଯାହା କହିଲେ ବି
କେହି ଯେ ମୋ କଥା ଶୁଣୁଛି
ନୁହେଁ କଦାପି ଏମିତି ।
ତଥାପି ମୁଁ ପରୀକ୍ଷା କରିବସେଁ
ପକ୍ଷୀକୁ ନେଇ ଯେ କରୁଛି କଣ ।
ଖବର ଆସେ ଯାହା ମୋଠିକୁ
ତାହା ଯାଇ ନି ଅନ୍ୟ କୁଆଡେ
କହିଦେବାକୁ ନାହାନ୍ତି କେହି ଏଠାରେ ।
This poem has not been translated into any other language yet.
I would like to translate this poem