ସରକାର ତୁମେ ସୁଧୁରି ଯାଅ,
ସୁଧୁରିଯାଅ,
ନ ହେଲେ, କଂସ ଭଳି
ଖସି ପଡିବ, ଖସି ପଡିବ।
ମା ମାଟି ମାତୃଭାଷା ଉପରେ
ଅବହେଳା ଆଉ ଅତ୍ୟାଚାର,
ବନ୍ଦକର, ବନ୍ଦକର।
ତୁମର ନୁହେଁ ସରକାର,
ଲୋକଙ୍କର ଅଛି ପୂର୍ଣ ଅଧିକାର।
ତୁମେ ନୁହଁ, ମନେରଖ,
ସାଧାରଣ ଲୋକ ଇ ପ୍ରକୃତ ମାଲିକ।
ସେବା ନାମରେ ହରିଲୁଟ ସବୁ
ବନ୍ଦ କର, ବନ୍ଦ କର।
ସରକାର ତୁମେ ସୁଧୁରି ଯାଅ,
ସୁଧୁରି ଯାଅ।
ବଂଶ ସହିତେ ନ ହେଲେ ସମସ୍ତେ
ତୁମେ ଧ୍ୱଂସ ହେବ,
ସତ୍ୟକୁ ଲୁଚାଇ ନ ରଖ,
ଲୁଚାଇ ନ ରଖ।
English rendering;
Amend yourself,
Please amend yourself,
Or else, you would
Fall down like Kamsa
From the chair.
Stop, please stop
Neglecting and torturing
Mother, mother tongue,
And motherland.
You have no right,
But the people have full right.
Not you, but the people
In general- the real master.
Stop, please stop corruption
And loot in the name of service.
Please mend yourself,
The government, please mend yourself.
Or else you would all
There to face destruction.
Keep not secret the truth,
Hide not the truth.
This poem has not been translated into any other language yet.
I would like to translate this poem
neglecting mother, mother tongue or motherland - intolerable, true.The governments should keep it all in mind especially in a democratic system.