1
ଏମିତି କଣ ମୁଁ ପାରୁଛି କି ପାରିବି ଲେଖି
ଯାହା ଆପଣଙ୍କୁ ଅଗୋଚର!
ହେ ପ୍ରିୟ, ଶବ୍ଦରମାୟାରେ ମୁଁ ତ
ସ୍ୱୟଂପଡିଯାଇଛି କ୍ଷମା କରିଦେବ!
2
ଏତେସେତେ ଶବ୍ଦର କଣ ହେବ
ଯହିଁ ନାହିଁ ଟିକିଏ ଭାବ!
ଜ୍ଞାନର ନାହିଁ କିଛି କାମ କାରଣ
ହେଇ ଆଦ୍ୟରୁ ଶେଷ ଶରଣ!
This poem has not been translated into any other language yet.
I would like to translate this poem