ବହୁତ ଧନ୍ୟବାଦ Thanks A Lot Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବହୁତ ଧନ୍ୟବାଦ Thanks A Lot

ପାଗଳ
ଗଜାନନ ମିଶ୍ର

ଖୋଜାଯାଉ ଆଉ ଥରେ
ପାଗଳର ସଂଜ୍ଞା!
ସତରେ ପାଗଳ କିଏ?

ଉଠିବସି ଆମେ ଭକୁଆ,
ଚାଲବୁଲ କରି ଆମେ ସେତୁଆ,
କିଣାବିକାରେ ଆମେ ମାଧିଆ,
କୁହାବୋଲାରେ ଆମେ ଚୁତିଆ,
ଆଉ କଣ କଣରେ ଆଉ କଣ କଣ
ସ୍ପଷ୍ଟ କହିଲେ କହିବ ଏମିତି,
ଭଲ ନୁହଁ ଭାଇନା, ଶବ୍ଦ ବାହାର କରିବା।

ବିନା ଶବ୍ଦରେ
ତୁମେ ଯେ ବୁଝିବ ଠିକ୍ ଠିକ୍
ଅବଶ୍ୟ ଧିମେଇ ଯାଇଛି ଏଇ ଆଶା।

ଶବ୍ଦଗୁଡିକ ତଥାପି ଅଛି ସବୁ
ବ୍ୟବହାର ନ କରି ବି,
ବହୁତ ଧନ୍ୟବାଦ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
16/9/2019

COMMENTS OF THE POEM
Gajanan Mishra 16 September 2019

Life span of words, let us use all words available

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success