ଫଲସାଫୁଲର ରଁଗ,
ମାଏଟ ସଁଗେ ସଁଗ,
ସମୁଦରର ତରଁଗ,
ଆରୁ ମୁଇଁ ଇନେ।
ଇନେ କାଣା କରୁଛେଁ
ନେଇଁ ପଚର ମକେ,
ତୁଁଡ ଫୁଟାମି ବଏଲେ
ଭାଗବ କେନରଟା କେନକେ।
ଆରୁ ଦେଖାବା ହେ ଚେରେ
ଅଛେ ଜେନଟା ଜେନ।
ଝଡବା ପତର୍ କହେବା ପବନ୍
ହେଇଥିଲା କି ନେଇଁ ହେଇଥିଲା
ବତର ହେ ପୁନି ଜନ୍।
ଗଲା ଉତାରୁ ନି ପାର ନ
କରି କିଛୁ, କରି ଥ।
ବୁଝଲା ଉତାରୁ ଜୁଏ
ବଢାବ ଗୋଡ, ରହି ଥ।
This poem has not been translated into any other language yet.
I would like to translate this poem