ଗଛ ଗାଉଛି ଗୀତ,
ଆଉ ନାଚୁଛନ୍ତି
ପତ୍ରମାନେ ଛନ୍ଦ ତାଳରେ।
ପବନର ବାସ୍ନା
କରୁଛି ଏତେବେଳେ
ଅଧୀର ମତେ।
ରଙ୍ଗମାନେ
କହିଦେଉଛନ୍ତି ମୁଁ କିଏ।
ଫୁଲମାନେ ଆହୁରି
ମାରୁଛନ୍ତି ସୁସୁରି।
ନୀରବରେ
ମୁଁ ଦେଖୁଛି ମତେ।
ସାରା ସହର ଅସ୍ତବ୍ଯସ୍ତ
ଘୋ ଘାରେ।
English rendering;
The tree is singing,
And the leaves are
dancing in rhythm.
The scents of the wind
Makes me imbalanced.
The colors are telling
Who I am.
The flowers are
Whitshlings.
I am watching myself
In silence.
The entire city is
Disturbed with
So much crowd.
This poem has not been translated into any other language yet.
I would like to translate this poem