ଭାବୁଛି ଆଉ କହୁଛି Thinking And Telling Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଭାବୁଛି ଆଉ କହୁଛି Thinking And Telling

Rating: 5.0

ଭାବିଲେ ଦୁଃଖ
ଗଜାନନ ମିଶ୍ର

ଭାବିଲେ ଦୁଃଖ
ନ ଭାବିଲେ ଯେ ସୁଖ
କହୁ ନି ପଦ୍ମମୁଖ!

ଭାବୁଛି ଆଉ କହୁଛି ହେଇ ଦେଖ
ଜଳୁଛି ବର୍ଣିଜଙ୍ଗଲ
ନାକୁ ବେହେରା ମଦ ରାନ୍ଧି
ବିକୁଛି ଝକାଝକ୍ ମଦ ବୋଦଲ
ଗାଁ ଗାଁରେ ବିଡି ସିଗାରେଟ
ପାନ ଗୁଟକା ଆଉ
ଚରସ ଗଂଜା
ହୋରେ ଲୋକେ ପାଗଳ
ସ୍କୁଲଫୁଲ ସବୁ ବନ୍ଦ
ଜପତପ ପୂଜାପାଠ ଖତମ
ବାଦ ବିସମ୍ୱାଦ ଈର୍ଷା ଦ୍ୱେଷ
ଅସୂୟାରେ ସବୁ ସଂପର୍କ
କିଏ ଆଉ ପଚାରେ
ସ୍ଥାନ କାଳ ପାତ୍ର
ଯାହାକୁ ଯିଏ ଯାହା କରିପାରେ
କୋଉଠି କୋଉ ସରକାର
କୋଉଠି ନ୍ୟାୟନିକିତି
ଆଚାରବିଚାର
ସ୍ୱାର୍ଥପୂର୍ଣ
ସାରାଟା ଅଂଚଳ
ମଣିଷ କୋଉଠି
ଖୋଜିବାକୁ ବି
ଅଣ୍ଟୁ ନି ବେଳ
ଯାହା କହିବ ସତ କହିବ
ସିଧାସଳଖ ବଂଚିବ
ଅଛି କିଏ ବାପର ପୁଅ
କରୋନା ବି ପାରୂୁ ନି କରି
ଚେତନା ଜାଗ୍ରତ
ଧନ୍ୟ ଧନ୍ୟରେ ଜୀବନ
ନଷ୍ଟ ଦିନମାନ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
28/04/2020

Monday, April 27, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success