ତିନଟା ଦୁଆରthree Gates Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ତିନଟା ଦୁଆରthree Gates

Rating: 5.0

ତିନଟା ଦୁଆର
ଗଜାନନ ମିଶ୍ର

ଦୁଆର ଅଛେ ତିନଟା ବୋ,
ଆରୁ ଜେନ ଦୁଆରବାଟେ ଯ
ହେଟା ପହଂଯିବ ନରକେ।

ଯିବାର କଥା ନେଇଁ ସେ ବୋ,
ନେଇଁଗଲେ ଆରୁ ନେଇଁ ଥାଏ
ଝାମେଲା କିଛୁ କେତେବେଲେ।

ଫିଟକରି କହେମି ବଏଲେ
ହେ ତିନଟା ଦୁଆରର ନାଁ ହେଲା
କାମ କୋରୋଧ ଆରୁ ଲୋଭ୍।

ଜାନୁଛେଁ ହେ ତିନଟା ଦୁଆରେ
ଅଛ ବଲି ଏତକି ସେତକି ହିଁସା
ଅହଁକାର ମୋର ତୋର ପାତରଅନ୍ତର ।

ଏତକି କଲିଁ ସେତକି କଲିଁ ଇଟା ହେଲିଁ
ହେଲିଁ ବି ସେଟା, ଇଟାସେଟା ପାଏଲିଁ ଭି,
ମକେ ବାସିଥିରେ ନେଇଁ ପଚରାଲେ କେହି।

ତିନଟା ଦୁଆର ପାସେ ଅଛେଁ ବଲି
କହୁଛନ୍ ରାଖସ, ଅଗ୍ୟାନରେ
କରୁଛେଁ ଅଭିମାନ, ଦେଖୁଛେଁ
ମୋର ଚଲତି ଗାଡିର ସବୁ ହାୱା ଫସ୍।

ତପୋବନ, ଟିଟିଲାଗଡ, ବଲାଙ୍ଗିର
9437366644

Monday, July 9, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, Kosli is an ancient language and presently it is sued in western parts of Odisha India. This poem is about anger, lust and greed. With these three life turns into hell
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success