Time ସମୟ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Time ସମୟ

Rating: 5.0

ଲୋକକଥା
ଲୋକକଥା କୁହାଯାଉ,
କୁହାଯାଉ କଣ କେମିତି
ଲୋକେ ବୁଝନ୍ତି ପକ୍ଷୀ
ଆକାଶ ତାରା ନକ୍ଷତ୍ର
ଆଉ ଯେତେ ସବୁ ସାଲୁବାଲୁ
ସ୍ଵପ୍ନରେ ଜାଗୃତିରେ
ଯାହାର ଇତିବୃତ୍ତ ଖୋଜିଲେ ବି
ମିଳିବା କଷ୍ଟ ଏମିତି ।

କୁହାଯାଉ ଲୋକକଥା
ଯାହାକୁ ନେଇ ନାଟ୍ୟକାରଗଣ
ଯାତ୍ରାରେ ସାମିଲ,
ଯାହାକୁ ନେଇ ସୂର୍ଯୋଦୟ
ଆଉ ସୂର୍ଯ୍ୟାସ୍ତ ଏକ
ଆଉ ଯାହାକୁ ନେଇ ବୃତ୍ତିଧାରୀଗଣ
ପାଣି ଆଉ ପବନ ପିଟାରେ
ବ୍ୟସ୍ତ ସାରାଦିନ ଯାହା ସବୁ
ସମୟ ପିଠିରେ ଅଙ୍କିତ ।

Saturday, March 18, 2017
Topic(s) of this poem: time
POET'S NOTES ABOUT THE POEM
time is here with us and we are living.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success