ମେଘ
ଗଜାନନ ମିଶ୍ର
ନେଇଁ କହ
ଆରୁ ଆସବା ଘୁଟି,
ସଲା, ଏତକିରେ
ଦେଖୁଛୁ କି ନେଇଁ
ନାକ କାନ ଜଉଛେ
ଘଟଘଟେଇ
ଦେହେ ଜଉଛେ କୁହୁରି!
ନେଇଁ କହ
ଖୁସାର ଉପରେ ଚଉଁରି,
ମର ସଲା ଭୁଟଭୁଟି
ସୁନୁଛୁ ଜେନଟା
ସତ୍ ବଲୁଛୁ ବଏଲେ
ମଲୁ ନ ଗା ଟୁରା!
ଜିଏ ଜେନତା ପାରଲା
ଉଠାଲା ଫାଏଦା
କଁଅଲି ସିକାର
ଦେଖଲାବଏଲେ ଘିଚଲା
ଫୁଟେକ୍ ସଜେ ସଜେ
ପିଲା ହଉ କି ଟୁକେଲ
ମଲ ନ ହୋ ବୁଆ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
25/02/2020
This poem has not been translated into any other language yet.
I would like to translate this poem
Language - kosli, script - brahmi About the cheaters