ଝଲକୁ ଥାଏ ସମୟ Time Dazzles Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଝଲକୁ ଥାଏ ସମୟ Time Dazzles

Rating: 5.0

ଲାଭ ନାହିଁ ପଚାରି
ସମୟ କେତେ ହେଇଛି,
ସମୟ ହୁଏ ନି କିଛି
ହେଉଁ ଆମେ ଯାହା
ଯେତେବେଳେ କିଛି କିଛି।
ଲାଭ ନାହିଁ ବାଡିଆପିଟାରେ
ଭାଷାକୁ ନେଇ, ଭାଷାରେ
ହିଁ ଥାଏ ପରିଚିତି ଆଉ
ୟାକୁ ଦେଖାଇ ହୁଏ
ଜୀବନ ଯୁଦ୍ଧରେ ଜିତି।
ହୁଏ କହିବାକୁ ଥାଅ,
ଥାଅ ବାବୁ ସେଠି ଅଛ
ଯୋଉଠି ଆଉ ସେଇଠୁ
ଯୋଡୁଥାଅ ଜୀବନର ଗତି।
ତୁମ ମାଟି, ଆଉ ଅଛି
ତୁମଠି ଅସ୍ତ୍ରଶସ୍ତ୍ର ସବୁ
ଆଉ ଆଉ ସବୁ ଶକ୍ତି
ସସାଗରା ହେବ କରାୟତ୍ତ
ଯୋଉ ସବୁକୁ ନେଇ।
ଟାଣ ରଖ ଛାତି
ଆଉ ବଢୁଥାଅ ଆଗକୁ
ଦେଖେଇବାକୁ ଯାଏ ନି
ସରି କିଛି, ସତ୍ୟ ପ୍ରେମରେ
ଝଲକୁ ଥାଏ ସମୟ ସାରାରାତି ।

Sunday, March 11, 2018
Topic(s) of this poem: time
POET'S NOTES ABOUT THE POEM
Written in Odia language, Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success