କଣ ପାଇଁ ଚିନ୍ତା?
ବୁଝିବାକୁ କର ଚେଷ୍ଠା
ସମୟକୁ, ଜୀବନକୁ।
ସମୟ ଆପେ ଆପେ
କାଢିଦେବ ଉପାୟ
ମୁକୁଳିବାର ଏଠାରୁ।
ଜୀବନ ଅଛି ଏଠି,
ଅମୃତ ଅଛି ଏଠି,
ଆଉ ଅଛି
ପ୍ରେମ ପ୍ରତ୍ୟୟ।
ଜୀବନକୁ ବୁଝ
ସମୟକୁ ଅପେକ୍ଷା କର,
ଯାଉଛି ଦୂରେଇ ଅନ୍ଧାର।
English rendering;
Why worry?
Try to understand
The time, the life.
Time would discover
The way out to go.
Life is here,
Nectar is here,
And there is love
And trust.
Understand life,
Wait for the time,
And see darkness
Disappearing.
This poem has not been translated into any other language yet.
I would like to translate this poem