Truth ରହିଛି ସତ୍ୟ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Truth ରହିଛି ସତ୍ୟ

ଯାଅ ସତ୍ୟ ସହିତ
ପ୍ରିୟ କବି,
ଅନ୍ୟ ସବୁ କହୁଛନ୍ତି କଣ
ଦିଅ ନା ମନ ।

ସମସ୍ତେ ଏଠି ଅଗ୍ୟଁ
ସମସ୍ତେ କିଛି ଜାଣନ୍ତି ନାହିଁ
ପୃଥିବୀ ଆଉ ପ୍ରକୃତି ବିଷୟରେ ।

ଯାହା ଦୃଶ୍ୟମାନ
ତାହା ସତ୍ୟ ନୁହଁ ।

ତୁମରି ହୃଦୟ ଭିତରେ
ରହିଛି ସତ୍ୟ ।

ସତ୍ୟ ସହିତ ଯାଅ
ଆଉ ରହ ଆଲୋକିତ ।

ତୁମେ ହିଁ ଏକମାତ୍ର
ଯାହା ଭିତରେ ରହିଛି ସବୁ ।

Monday, March 20, 2017
Topic(s) of this poem: truth
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success