ନାଇଁ ନ କିଛୁ, ।
ପାଏନ ବରଷୁଛେ
ନେଇଁ ନ ପାଏନ ।
ପବନ ବୁହୁଛେ
ନେଇଁ ନ ପବନ ।
ଅଛେ ସବୁ
ନେଇ ନ କିଛୁ ।
ଅଛେ ଆକାଶ,
ଅଛେ ପାତାଲ,
ଅଛେ ମାଏଟ,
ଅଛେ ତାଏଟ,
ଶବଦ ଭରମ
ଅଛେ ସବୁ
ଜିବନ କରମ ।
ନେଇ ନ କିଛୁ,
ଅଛେ ସବୁ।
ଖୁଜଲେ ପାଏବୁ,
ନେଇଁ ଖୁଜଲେ
କାଣା କହେବୁ ।
କହେବୁ ନେଇଁ
ଅଛେଁ ମୁଇଁ,
କହେଲେ ଦେଖବୁ ଭୁଇଁ ।
ଭୁଇଁ ଥି କାଣା ନେଇଁ?
ନେଇଁ ନ କିଛୁ
କହେବୁ ନେଇଁ ।
କହେଲେ ତୁଇ
ଥିବୁ ନାଇଁ ।
ଥିଲେ କିଛୁ
ଦେଖବୁ ନାଇଁ
କିଛୁ ସୁନବୁ ନାଇଁ ।
ନାଇଁ ନାଇଁ
ତୁଇ ନାଇଁ ମୁଇଁ ନାଇଁ,
ସବଦ ଦୁରସ କିଛୁ ନାଇଁ ।
ଆରୁ ଅଛେ ଜେନଟା
ଜାନବାର ସକତ
ଆମର ନେ ନାଇଁ ।
ନାଇଁ ତ ନାଇଁ କିଛୁ ନାଇଁ,
ଦେହେ ଅଛେ ଜିବନ ନାଇଁ,
ଜିବନ ଥିଲେ ପେରେମ ନାଇଁ,
ପେରେମ ଥିଲେ ସତ୍ ନାଇଁ ।
ସତ୍ ଅସତ ବାରବାର ନାଇଁ,
କିଛୁ ନାଇଁ କିଛୁ ନାଇଁ,
ସୁଇନ ସବଦର ହିସାବ ନାଇଁ ।
2.
କାଏଁ ବଏଲ?
କିଏ ସୁନଲା?
ସୁନିକରି କିଏ
କାଣାକଲା?
ବରଫ ଉପରେ
ଗୁଲାବାରୁଦ ହେଲା ଗଦା,
ସମୁଦର ଭିତରେ
ଜଲ୍ଲା ଜୁଏ ।
ବାଏଲ ଉପରେ
ଦେଖଉଥିଲା ପିଠ୍
ଗୁନ୍ଚା ।
ଫାଟୁଥିଲା ମେଘ
ଆକାଶ ଉପରେ
ଉଡୁଥିଲା ଫେର ଭି ପରୁଆ ।
This poem has not been translated into any other language yet.
I would like to translate this poem