ଅଛ କୋଉଠି
ନାହିଁ ଜଣା।
ଅଛ କି ନ ଅଛ
ଅଜଣା।
ଠିକ୍ ଠିକ୍ ଅବଶ୍ୟ
ତା ବାଟରେ ଚାଲିଛି ଗାଡି
ନ ହୋଇ କୋଉଠି
ବାଟବଣା।
ଆରମ୍ଭ କି ଶେଷ
ଜାଣିବାର ନାହିଁ
କାହିଁ ଠଣା।
This poem has not been translated into any other language yet.
I would like to translate this poem