ଏମନ୍ତ ବିଚାରି ସେ
ଉଠିଲା ତଳୁ।
ତଳୁ ଉଠି ଅନେଇଲା ପୂର୍ବକୁ।
ପୂର୍ବରୁ ଉଠୁଥିଲେ ସୂର୍ଯ୍ୟ
ଉପରକୁ ।
କଣ ବିଚାରିଥିଲା ମନରେ
ସୂର୍ଯ୍ୟରଶ୍ମି ଆସୁଛି
କହିବ ତୁମକୁ।
କିଏ କଣ ନେଇଛ,
କୋଉଠି ସବୁ ରଖିଛ ।
ସୂର୍ଯ୍ୟରଶ୍ମି ଆସି
ସବୁ ସବୁ କହିବ ।
ପଡିବ ଜଣା ତୁମ ମୂଲ୍ୟ
କେତେ ଅଣା ।
ଥାଅ ଭଲ ଗତି ଅଛି ତ
ନ ହୋଇ ବାଟବଣା।
This poem has not been translated into any other language yet.
I would like to translate this poem