ବହୁତ ସୁଖି Very Happy Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବହୁତ ସୁଖି Very Happy

Rating: 5.0

ମୁଁ ନୁହଁ କପଟୀ ନୁହଁ ଦାମ୍ଭିକ ନୁହଁ ନାସ୍ତିକ ବି।
ମୁଁ ମୁଁ ଯାହା ଦେଖୁଛ ଯେମିତି।
ହରାଇ ସବୁ ବାଡିବୃତ୍ତି ଦେଖ କରୁଛି ମସ୍ତି
ଦେଖ ତୁମରି ଆଗରେ ଜାହିର ରଖିଛି ମୋ ସ୍ଥିତି।

ମୁଁ ନୁହଁ ଦୁଃଖୀ ତୁମେ ଅଛ ସାକ୍ଷୀ,
କେମିତି ଯାଉଛି ଆଗେଇ ନିଜଭିତରେ
କ୍ଷୁଧା ତୃଷା କାମାଦି ମାରି।
ନୁହଁ ବି ମୁଁ ନିରିମାକ୍ଷୀ,
ଚାଲିଛି ଛୁଟି ରକେଟଗତିରେ ଆଗକୁ ଆଗକୁ
ଅପରାଧ କିଛି ନ କରି, ବିବେକ ଧରି।


ବନ୍ଦୀରେ ପକାଇବାକୁ କର ନା ଚେଷ୍ଟା କହି ରଖୁଛି,
ଏ ପୃଥିବୀ ମନ୍ଦିରରେ ମୁଁ ଝଟକୁଛି
ଖଳବଳଠୁ ଦୂରରେ ରହି।
ନ ପାଉଛି ନୁହଁ ସିଦ୍ଧି।
ହୃଦୟରେ ଉଛୁଳା ପ୍ରେମ ଧରି ନିଜକୁ ପୋଡି ଜାଳି
ଦେଉଛି ରଙ୍ଗୀନ ଆଲୁଅ ତୁମକୁ ଇ।


ସମୟ ଅନୁସାରୀ ରହିଛି ରଖି ମନରେ ଶାନ୍ତି।
ଅଛନ୍ତି ଯେତେ ଯେତେ ଜୀବଜନ୍ତୁ ଯୋଉଠି ଯୋଉଠି
ସଭିଙ୍କୁ ଯଥୋଚିତ ସମ୍ମାନ ଜଣାଇ
ଦୁଇହସ୍ତ ପ୍ରସାରି ନେଉଛି କୋଳେଇ।

ବିପତ୍ତି ନାହିଁ କିଛି, ଅଛି ଖାଲି ସଂପତ୍ତି।
ସତ୍ୟ ଦୟା ଧର୍ମ ସବୁ ତୁମରି।
ତୁମ ପାଇଁ ମୁଁ ବହୁତ ସୁଖି।

Friday, February 23, 2018
Topic(s) of this poem: love and life
POET'S NOTES ABOUT THE POEM
Love life and enjoy the world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success