ଆଜି ଯୋଉ କାକର ପଡିଛି ତାହାରି ଉପରେ
ବାନରୀ ପହଁରୁଛି ଆଉ ଗାଉଛି ଗୀତ,
ବିଶ୍ୱାସ କରିବ!
ଦେଖୁଛ ନା,
ପାଣିରେ ଭାସୁଥିବା ପଥର ସେତୁବାନ୍ଧି
ଆଜି ଇ ଦେଉଛି ବିଜୟ!
This poem has not been translated into any other language yet.
I would like to translate this poem