ଆମେ ଆକାଶ We Are Sky Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆମେ ଆକାଶ We Are Sky

ଆକାଶ ଆମେ
ଗଜାନନ ମିଶ୍ର

ଆକାଶ ଆମେ
ଆମେ ଆକାଶ ପରି
ଏଇଠି ସେଇଠି
ଆକାଶ ହୋଇ
ମାଟିରେ ଥାଇ
ନୋହୁଁ ମାଟି
ମାଟିରେ ମାଟିରେ
ଏମିତି ପ୍ରକାଶଇ
ନିଜକୁ ଯେମିତି ଦିଶି
ଦେଖିବା ନୁହଁ ଆୟତ୍ତ
ଦେଖି ଭାବିବା ନୁହଁ ସତ
ଅଲଗା ଅଲଗା ଚରିତ
ଜାତ ଜଗତ
ଏକରେ ପ୍ରତିଷ୍ଠିତ
ନୁହଁ ବେନି
ବ୍ୟକ୍ତ ଅବ୍ୟକ୍ତ
ଆମେ ଆନନ୍ଦ
ଚିତ୍ତ ପୁଲକିତ
ଏମିତି ଏମିତି ବ୍ୟାପ୍ତ

ତପୋବନ, ଟିଟିଲାଗଡ, ବଲାଙ୍ଗୀର
18/01/2021

Sunday, January 17, 2021
Topic(s) of this poem: sky
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success