ପାଗଳ
ଗଜାନନ ମିଶ୍ର
ଦେଖ ହେ ଦେଖ
ପାଗଳଖାନାରେ
ରାଣ୍ଡ ଫଶିଛି ଷଣ୍ଢ ପାଲରେ
ଆପଣା ଜିଭକୁ ଆପେ କାଟି
ଗିଳୁଛି ଗୁହ
କେଡେ ଖୁସିରେ!
ଦେଖ ହେ ଦେଖ
ଫିଙ୍ଗୁଛି ନିଆଁ ସମୁଦ୍ର
କରୁଛି ପାଟି ଭାଙ୍ଗୁଛି ମେଘ
ଯିବୁ କି ଥିବୁ କହ!
ପବନ କଣ ଏଡେ ବଳୀୟାର!
ଲହ ଲହ ସାରାଦେହ
ମୂଳରୁ ଚୂଳ ବିଷ ବିଷ!
ଏ ଦୁନିଆଁ କାହାର?
ତପୋବନ, ଟିଟିଲାଗଡ, ବଲାଙ୍ଗୀର
02/04/2021
Hey, look
Wicked woman is there
Under the clutches of the bull,
Scratching her tongue
She is taking her tools
In happy mood!
Hey, look
The ocean is throwing fire
And roaring and
The clouds scattered.
Please tell
Whether to stay
Or to go!
Really so strong the air!
The whole body is there
Fill with poison from
Top to bottom.
Whose world is this?
This poem has not been translated into any other language yet.
I would like to translate this poem