1
କାଳିଆ,
ଏମିତି କରୁଛୁ କିଆଁ
ଭକୁଆ!
ଖୁଆଇ ପିଠା
କରୁଛୁ ଚଠା!
2
ସତରେ
ଆମେ କି
କାଙ୍ଗାଳିଆ!
ସରୁଛି ସବୁ,
ନାଇଁ ଆମଠି
ଆମର ଭାଷା।
3
ଦିଟଙ୍କିଆ ଚାଉଳ
ପାଂଚ ଟଙ୍କିଆ ଭାତ
ନେଉଛି ଇଜତମହତ ।
This poem has not been translated into any other language yet.
I would like to translate this poem
For votes the government is alluring the lower class people