ଶୀତ ଓ ଜୀବନ Winter And Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଶୀତ ଓ ଜୀବନ Winter And Life

Rating: 5.0

1

ପାଣିର ଶୀତ
ନା ଶୀତର ପାଣି
ଜାଣିବା ମୁସ୍କିଲ ।
ଗୋଡହାତ କିନ୍ତୁ
ହେଲାଣି ପାଣି।
ଶୀତ କଣ
ଆସେ ଭୟରେ!
ନା ଭୟ ପାଇଁ!
ଶୀତ ଶୀତ ଶୀତ
ହୁରି ପଡୁଛି ଏଠି।
ଆଉ ସବୁ ଘରେ
ପଡିଛି ତାଟିକବାଟ।
ଶୀତ ନୁହଁ କି
ପ୍ରେମର ପ୍ରତୀକ!

2


ବାଘ ହୋଇ ଆସୁଛି
ରଡି ରଡି ସାରାବେଳ
ଥରହର ଦେହ ପ୍ରାଣ ମନ।
ପେଣ୍ଟପକେଟ ସାର୍ଟପକେଟ
ମୋର କଣା।
କିଛି ରହୁ ନି ହାତରେ
ଶନିର ପ୍ରକୋପରେ ଯେମିତି।
ଗୋଟେ ନାଇଁ କି
ଗୁଡାଏ ନାଇଁ
ପରସ୍ତ ପରସ୍ତ ଯାଉଛି ସରି
ସବୁ ସବୁ ଶକ୍ତି।
ସମୟହୀନ ମୋ ଇଚ୍ଛା
ମୋଠି ଇ ପିଟୁଛି ମଥା
ଯେମିତି ଭୁଲ ବୁଝାମଣାର ଶିକାର।

3

ଜାଣେ?
ଶୀତର ଆସ୍ପର୍ଦ୍ଧା କମ ନୁହଁ!
ଯଦିଓ ନୁହଁ ଶୀତ ନିଷ୍ପକ୍ଷ!

ଶୀତରେ ହିଁ ଜାଣି ହୁଏ
ଜୀବନ ନୁହଁ କାଳ୍ପନିକ।

Saturday, November 2, 2019
Topic(s) of this poem: life
COMMENTS OF THE POEM
Gajanan Mishra 02 November 2019

All winter, still, life not in danger

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success