ଅହଂଥି With Ego Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଅହଂଥି With Ego

Rating: 5.0

ଶଶୁର ଫେର
ଗଜାନନ ମିଶ୍ର

1

ଶତ୍ରୁତା ବଢାବାରକାଜେ
ଥିସନ ହେମାନେ
ହେ ଶଶୁର ଆରୁ
ହେ ଅସୁରମାନେ।
ସଭକୁ ନେଇଁ କହେବାର
ଦେହେକେ ନେଇଁ ନିଅ
ସାଧୁଜନେ!

ଯିଏ ଖେଇଥିସି କଦଲି,
ହେଇ ଏକା ତୁଡଁ ଫୁଟାସି।
ହେଇ ଏକା ତୁଛେ ଚିହ୍ଲାସି
କହେସି ଭଲ୍ଲୁକି ପାଖପଡୋସି।
ଜୁଏ କେଁ ସବୁଦିନେ ଲୁକସି?
କାଟିକୁଟା ଦୁଇ ଚାଏରଟା
ପଡିଗଲେ କେନଆଡୁ,
ଇଟା ଏକା ଚାନ୍ସ ଭାବସି,
ଧୁକାଟିକେ ହଲିଗଲେ
ଦଁ ଜଲସି।
ନେଇଁଥିଲେ ଆରୁ କିଛୁ
ହେନରଟା ହେନ ଯାଏସି ଖପି।

2

ଟୁକେଲ ହଉ କି ପିଲା,
ଏକ୍ଲା ହଉ କି ଦୁକଲା,
ଉତ୍ପାତ ହେଲେ ମଲା।
ପରର ଶିରି ନେଇଁ ସହେଲେ
ଅପନାର ଜୁଏଥି
ଆପନେ ପୁଡି ହେଲା।

କିଏ କାହାକେ କାଣା ଦେଲା?
ନିଜରଟା ନିଜକେ
ନେଇଁ ଅଁଟଲା?
ହେଟା ବୁଡଲା।
ବଏଲା, ଏତକି ହେଲା,
ସେତକି ହେଲା,
ଆଁଜଲେ ପାଏନଥି ବୁଡି ମଲା।

ଶଶୁର ଫେର କାଣା କହେଲା?
କେନ୍ତା ବଁଶ ବୁଡାଲା!
ରାବଣ ବଁଶ, ଯଦୁ ବଁଶ,
ଅହଂଥି ମଦଥି ହଜଲା।

ସର୍ବସ୍ୱତ୍ତ୍ୱ: ଗଜାନନ ମିଶ୍ର
ଟିଟିଲାଗଡ, ବଲାଙ୍ଗିର
9437366644

Monday, September 17, 2018
Topic(s) of this poem: life
POET'S NOTES ABOUT THE POEM
written in kosli language, kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success