ଭୁତ୍ ସଁଗେ
ଖେଲୁଥିଲା ମୋର ନାତେନ୍,
ଏଭେ ଆରୁ
ନେଇଁ ଖେଲବାରନ।
ମୁଇଁ ଚାହୁଁଥିଲିଁ
ଖେଲୁଥଉ ସେ,
ହେଲେ, ମୋର
ଚାହେଁବାର କି
ନେଇଁ ଚାହେଁବାର
ମାନେ ନେଇଁ ନା।
ଭୁତ୍ ସଁଗେ
ନେଇଁ ବଲସନ
ଯେନମାନେ, ହେମାନେ
ସବୁବେଲେ ଥିସନ,
ମାନୁନ୍ କି
ନେଇଁ ମାନୁନ୍।
ଯେନମାନେ ଭୁତ୍ କେ
ଭୁତ୍ ବଲି ନେଇଁ ଭାବନ୍
ହେମାନେ କାଣା ଜାନସନ୍
ହେମାନେ କହେବେ,
ଆରୁ କହେବେ ଯେନଟା
ହେଟା ମକେ ଜନା,
ମୁଇଁ ଫସବାରଲୋକ୍
ନେଇଁ ସେ ହେମାନକର ପାଲେ।
ଇଟା ବି ସତ୍
ମୋର ନେଇଁଯିହବାର କିଛୁ
କାହାର କେନ କଥାରେ,
ଖେଲାରେ କି କେହେନସି
ମେଲାରେ କି ଖଲାରେ।
ହେନ୍ତା ଭି ମୁଇଁ ଅଲଗ ଆଏ।
ଜାନବାରଲାଗି,
ଜନାବାରଲାଗି ମୁଇଁ ଏଭେ
ନଉଛେଁ ଆରୁ, ଆରୁ ଆନୁଛେଁ
ମୋର ନାତେନ୍ କେ
ଇସକୁଲୁ।
କାଣା କିଏ କେତେବେଲେ
କେନ୍ତା ଜାନୁଛେ
ପତା ନେଇଁ କାହାକେ।
English rendering;
My granddaughter was
Playing with the ghost,
But now she was
Not playing.
I wanted
She should play
But my wish has
No value.
They are there
With the ghosts
Who deny staying
With Ghosts,
They may agree or not.
Those who
know not ghosts
I am not the one
To go with them.
As such I am
Separated from anyone's
Play or work.
To know
To let others know
I am taking
My granddaughter to
Her school.
And no one knows
What who when and
Where.
This poem has not been translated into any other language yet.
I would like to translate this poem