କାହାର କିଛି
ପାରିବି ନି କରି ସତ୍ୟ।
ପାରିବି ନିଶ୍ଚେ
ନିଜ ପାଟିକୁ କରି ବନ୍ଦ।
ପାରିବି ନି ଦେଖି ଯଦି
ବନ୍ଦ କରିଦେବି ଆଖି
ଆଉ ସୀମା ଲଂଘିଲେ
ଛାଡି ଦେବି ସ୍ଥାନ।
ମୁଁ ମୋର ଥିବି ଆନନ୍ଦରେ
ନ ହୋଇ କୋଉଠି ଲୀନ।
This poem has not been translated into any other language yet.
I would like to translate this poem