ବସିଛି ପେଚା ସେଇ ଇଲେକ୍ଟ୍ରିକ୍ ତାରଖୁଣ୍ଟରେ ଦେଖ, ବସା କୋଉଠି ମତେ ଜଣା ନାଇଁ। ଗତକାଲି ନ ଥିଲା ସେଠି, ଆସନ୍ତାକାଲି ଥିବ ଗ୍ୟାରେଣ୍ଟି ନାଇଁ। ପେଚା ସହିତ ଯେ ଥିବା ଆମେ ଏମିତି, କହିବାକୁ କେହି ନାହିଁ।
Look, an owl is there on that electric pole. Not known to me where is its nest. It was not there yesterday. It would be there, no guaranteed. No one is there to say we would stay like this with the owl.
This poem has not been translated into any other language yet.
I would like to translate this poem