ଲେଖ କବିତା Write Poetry Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲେଖ କବିତା Write Poetry

Rating: 5.0

ଲେଖ କବିତା,
କବିତା ସବୁ।
ଛାଡ ନି ପବନ,
ଛାଡ ନି ଆକାଶ।

ସତ୍ୟ କର ଉଦ୍ଘାଟନ
କବିତାରେ, ରଖ କବିତା
ସଦା ପାଖରେ।

କବିତା,
ସବୁ ହୋଇପାରେ।
କବିତା,
ବନ୍ଦୀକରିପାରେ।
କବିତା,
ମୁକ୍ତି ଦେଇପାରେ।

ତୁମର ବିଶ୍ବାସ
ତୁମର ଆସ୍ଥା
ସବୁ କିଛି।
ତୁମର କବିତା
ତୁମର।

ତୁମେ ଇ
କବିତାର ଅଂଶ,
ତୁମେ ଇ
କବିତା ସମଗ୍ର ।
ପ୍ରସ୍ତୁତ ରହ
କବିତା ପାଇଁ
ସବୁ ସମୟ।

କବିତା, କବିତା,
ଦେଖ ଲେଖି ଯାଉଛି କବିତା
ତୁମକୁ ଇ ଅହର୍ନିଶ ।

COMMENTS OF THE POEM
Gajanan Mishra 28 March 2019

Life is poetry, poetry is nothing but life itself. Let us live life

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success