ଏଇଠି ବନବାସ
ଏଇଠି ନିତ୍ୟରାସ।
ଏଇଠି ଜଙ୍ଗଲିସୁଖ
ଏଇଠି ଜୀବନ ଦୁଖ।
ବସ ଖାଅ ଶୁଅ ଥାଅ
କାୟାରେ ମାୟା ଦେଖି
ଗୁପତ ପଥରେ ଥାଅ।
ହୁଅ ସିଦ୍ଧ ହୁଅ ସତ୍ୟ
ମଥାକୁ ପାଦରେ ରଖି
ହୁଅ ଜ୍ୟୋତିର୍ମୟ।
ଲେଖ ନିଜକୁ ନିଜେ
ଆଉ ପାଅ ଘର।
ଏ ରଙ୍ଗ ଦି ଦିନର
ବୁଝିବା ଲୋକ ଲଂଘ ସାଗର।
This poem has not been translated into any other language yet.
I would like to translate this poem
life is full of sorrows